କହତ.. ଇଟା କାଣା ହେଉଛ – ଫିରୋଜ୍ କୁମାର ପଟେଲ

ଲେଖକ ପରିଚୟ

ବ୍ଲଗ | ସଦ୍ୟ ପୋଷ୍ଟ

ଏହି ବିଷୟଟି 6 ଜଣ ପାଠକ ପଢି ସାରିଛନ୍ତି

ତୁଇ କହୁଛୁ , ମୁଇଁ ବି କହୁଛେଁ
ଫିରଭି କଥା ଭିତରେ କେତେ କଥା
ବାକି ରହି ଯାଉଛେ…
ପୁରୁଣା ଚାଟ କେ ବାରବାର ପଢ଼ବାର୍
ପ୍ରୋଫାଇଲ ଫଟୋକେ
ଜୁମ୍ କରି ଦେଖିବାର୍ ଥି
ଦିନ ବିତି ଯାଉଛେ…
କହତ..ଇଟା କାଣା ହେଉଛେ ?

ମୁଇଁ ଜାନିଛେ,
ଜାନିଜାନି  ମୁଇଁ ନିଜେ ହଜୁଛେଁ
କଳ୍ପନା ବର୍ଷା ଥି ଭିଜୁଛେଁ
ଲକ୍ଷେ ପଞ୍ଜୁରୀ ଭାଙ୍ଗୀ
ଖୁଲା ଆକାଶେ ମୋର ଖୁଲା ଉଡାନ୍ ଥି
ମୁଇଁ ନିଜେ ନ ଆକାଭୁତ !
ବୁଝି ନି ହେବାର…
ଇଟା କାଣା ହେଇ ହେଇ ଯାଉଛେ ।

କାଣା ଅଛେ ଆମର୍ ଭିତରେ
ତୁଇ କିଛି ଜାନିଛୁ
ନା ମୁଇଁ କିଛି ଜାନିଛେ
ଫିର ଭି କେନ୍ତା ଅଜାନତେ
ଏତେ କଥା ଜାନି ହେଇ ଯାଉଛେ
ଆହାଃ…..
ଇ ଜୀବନ୍ତ ଜୀବନରେ ମୁଇଁ ଗଦଗଦ
ତୁଇ କହତ..ଇଟା କାଣା ହେଉଛେ ?

ଫିରୋଜ କୁମାର ପଟେଲ
ସୁନ୍ଦରଗଡ-19, ମୋ – 9777632330


HTML tutorial
0 0 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ