ପ୍ରତୀକ୍ଷା – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଦୀନବାନ୍ଧବଙ୍କୁ ଡାକୁଛି ଦୀନ
      ହୃଦୟକୁ ଦେଇ ଭେଟି ,
   କମଳାବରଙ୍କ ପଦ ଯୁଗଳରେ
           ସମର୍ପି ଏଇ ମନଟି….

ଜଣାପଡିବନି କେଜାଣି କେମିତି
     ଏଦେହ ମିଶିବ ମାଟି ,
 ଜୀବନ ଜୀବିକା ସାଥେ ଖେଳୁଖେଳୁ
           ପହଞ୍ଚି ଯିବ କାଳଟି….

ମୀନ ଅବତାରୀ ମୋ ମିନତୀ ଘେନି
         ସେକାଳେ ସାହା ହେବଟି , 
     କୃପାନିଧାନଙ୍କ କୃପାରେ ଛାଡନ୍ତା
                ଜୀବନ ପ୍ରାଣବିନ୍ଦୁ ଟି….

ସନ୍ତୋଷ ପଟ୍ଟନାୟକ 
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ