କବିତା – ବୟସ – ଅଜୟକୁମାର ସାହୁ

ଲେଖକ ପରିଚୟ

ଅଜୟ କୁମାର ସାହୁ
ବାସୁଦେବପୁର, ବନମାଳୀପୁର, ଖଣ୍ଡପଡା, ନୟାଗଡ଼ | ସଦ୍ୟ ପୋଷ୍ଟ


ତୁମେ ସ୍ବର୍ଣିଭକିରଣରେ
ପ୍ରକୃତିର ସୁଢ଼ୋଳ ପରସରେ…
ଜନମରୁ ରହିଅଛ ସାଥେ….
ଦୁଖ ଆଉ କଷ୍ଟ ର ଅଜଣା ସହରରେ
ପ୍ରାରମ୍ଭ ରୁ ମଧ୍ଯାହ୍ନ ର
ଯୌବନର ଉଷ୍ମ ଖରାର ଉତ୍ତାପ ରେ
ତୁମ ସହ ସମୟବିତେ,,,,
ଅବିରତ ଚେ଼ଷ୍ଟା ଆଉ ସଂଗ୍ରାମ ରେ ।
ହଜାଇ ଦେଲ
ପିଲାଦିନର ସବୁରି ଖୁସି,,
କରିଦେଲ ସମୟର ଅତୀତ
ରହିଗଲା ଇତିହାସ ପ୍ରୁଷ୍ଠା ର କାନ୍ଭାସରେ,, ,,,।
କେଇଦିନପରେ ଆସିଯିବ
ବାର୍ଦ୍ଧକ୍ଯ ର ଶୀତଳତା
ସଜେଇ ଦେବ ତୁମେ
ଅଲୋଡା,, ମୂଲ୍ଯହୀନ
ରଖିଦେବ ଘରର ନିଭ୍ରୁତ କୋଠରୀରେ ।
ବାହ୍ ରେ ବୟସ
ସବୁ ତୁମରି ଇଛା ରେ ।।

ରଚନା : ଅଜୟକୁମାର ସାହୁ

ଠିକଣା : ବାସୁଦେବପୁର, ଖଣ୍ଡପଡ଼ା, ନୟାଗଡ଼
ବର୍ତ୍ତମାନ ଠିକଣା- ଆସିକା, ଗଞ୍ଜାମ ଦୂରଭାଷ : 9439338890


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ