କବିତା – ସବୁ ପ୍ରେମ ପ୍ରଶ୍ନ – ପ୍ରଫୁଲ୍ଲ ଚନ୍ଦ୍ର ପାଢୀ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଅନେକ ସ୍ମୃତି ର

          ଜହ୍ନରାତି॥
   ତମେ:ନାଚୁଥାଅ ମୋ ମନର
                 ଡାଳରେ____
             ଧିରେ  ଗୀତରେ
         ସଜାଇ ଦିଅ
      ହୃଦୟର ଥାକ ସବୁକୁ ॥
      ସମୟର ଫଡ଼ ଫଡ ଼ ଶଦ୍ଦରେ
       ହଜିଯାଉ ଥିଲେ ମଧ୍ୟ
         ବଂଶୀର ସୁର
       ତମେ: ଧିର ପବନ ପରି
           ଧସେଇ  ଆସ
        କାଇଁ କି !!!!

ପ୍ରଫୁଲ୍ଲ  ଚନ୍ଦ୍ର ପାଢୀ
କୋଲନରା, ରାୟଗଡା ଜିଲ୍ଲା
ମୋ – ୮୯୧୭୩୨୪୫୨୫

      

Leave a Reply

Your email address will not be published. Required fields are marked *