କବିତା – ଅଭିମାନୀ ପ୍ରିୟା – ପ୍ରଦୀପ କୁମାର ପ୍ରଧାନ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।


ଅଭିମାନୀ ପ୍ରିୟା ଗୁମାନ କରିଛି
ଭଲ ପାଉ ନାହିଁ ବୋଲି,
ଦୁଇ ଦିନ ହେଲା ଜିଦି ଧରି ଅଛି
ବାପ ଘର ଯିବ ଚାଲି ।।

ପ୍ରମାଣ ଦିଅନ୍ତି ଗଭୀରତା କେତେ
ଥାଆନ୍ତା ଯଦି ମାପକ,
ଉତ୍ତୀର୍ଣ୍ଣ ହୁଅନ୍ତି ଭଲ ପାଇବାରେ
ପୂରଣ କରି ଶତକ ।।

# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି. ଏ. ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ଅଧ୍ୟାପକ, ଇଂରେଜୀ ବିଭାଗ, ଡି.ଏ.ଭି. ପପବ୍ଲିକ ସ୍କୁଲ, ବ୍ରହ୍ମପୁର, ଦୂରଭାଷ : ୮୭୬୩୬୨୯୨୮୨


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ