କବିତା – ତୁମ ପାଇଁ ଘରଟିଏ – ସୁରେନ୍ଦ୍ରନାଥ ମହାନ୍ତି

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।


ମନରେ ତୋଳିଛି ଛୋଟ ଘରଟିଏ
ନେଇ ବସାଇଛି ତୁମକୁ
ଆଖିର ଝରକା ଖୋଲି ଦେଲେ ତୁମେ
ଆଉ ବା ଦେଖିବ କାହାକୁ?

ଆଉ କାର ଘର ଇଟା ପଥରରେ
ଆମ ଘର ଗଢ଼ା ପ୍ରୀତିର ଛାଞ୍ଚ ରେ
ଝଡ଼ ବରଷାରେ ଭାଙ୍ଗିବନୀ ସିଏ
ରହିଯିବ ଖାଲି ସ୍ମୃତି ହୋଇ ଖିଏ ।


ରଚନା : ସୁରେନ୍ଦ୍ରନାଥ ମହାନ୍ତି

ଠିକଣା : ଇନ୍ଦ୍ର ଭବନ, ଲେନେ5, ଚହଟ!ନଗର, କଟକ,  ଦୂରଭାଷ :


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ