କବିତା – ମନେପଡ ତୁମେ – ସ୍ପନ୍ଦନ କୁମାର ପରିଡ଼ା

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।


ମନେ ପଡ ତୁମେ,
ସତରେ କାହିଁ ତୁମ ଛବି ସପନେ ଆସେ,
ସପନ ନଦେଖିଲେ ବି ଆଖି ଆଗରେ ଆସେ,
କିନ୍ତୁ,
ତୁମକୁ ତ ମୁଁ କେବେ ସତରେ ଦେଖିନି,
ହେଲେ ତୁମକୁ କଳନା ରେ କାହିଁ ଦେଖୁଛି,
ହେଲେ,
କୁହୁକିନି ନା ତମେ ମାୟାବିନୀ,
ତମକୁ ପ୍ରତିମୁହୂର୍ତରେ ନ ଦେଖିଲେ ମତେ
ବ୍ୟସ୍ତ ଲାଗେ କାହିଁ,
ସତରେ..
ମନେ ପଡ ତୁମେ_______
ତୁମର ପ୍ରତିଛବି ମୋ କଳନା ର ସ୍ମୃତି,
କିନ୍ତୁ ଛବି ତୁମ ମୋ ଭାବନା ଶକ୍ତି,
ହଁ.. ସତରେ ମନେ ପଡ ତୁମେ ।


ରଚନା : ସ୍ପନ୍ଦନ କୁମାର ପରିଡ଼ା

ଠିକଣା : ନୟାଗଡ,  ଦୂରଭାଷ :


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ