କଲମ୍ କାଏଁ ଧରମି

ଲେଖକ ପରିଚୟ

ଆର୍ତ୍ତତ୍ରାଣ ଖୁର୍ଡିଆ
ବଙ୍କିଆ, ବୀରମହାରାଜପୁର, ସୋନପୁର | ସଦ୍ୟ ପୋଷ୍ଟ

Read More

ଗହକି ଲାଗସି ଲେଖବାକେ ମତେ
ମନେ ଜେନଟା ଚିନତେ,
ଚିଠି, ପତରଟା ସପନ୍ ତ ଆଏ
ମୁବାଇଲ ସବକିର ହାତେ.

ଅଏନ ଲାଗସି ମତେ ଧୁତି ପିଂଧବାକେ
ପୁରା କୁଶଲିଆ ଭଲି,
ମଡେନ୍ ଫେସନ୍ ଦେସି ଟେନସନ୍
କଁମେଣ୍ଟେ ନିହୁଏ ଚାଲି.

ବନେ ଲାଗସି ମତେ ମଁଡା,ଅରସା
ଆଏଜ ନିଁ ମିଲେ ଖୁଜି,
ଚିକେନ, ମଟନ, ଚାଉମିନ ,ବର୍ଜର୍
ଇହାଦେ ମଡେନ ଭୁଜି.

ଭଲ ଲାଗସି ମତେ ମୁଁଡେ ଦେବାକେ
ହାତେ ଲଂମ୍ବର ଉଢନି,
ସାଲୱାର, ଜିନସ ପାଗଲ କରିଛେ
ମନ ଚୁରାସି ଚୁରନି.

ହୁରୁଦ୍ କଥାକେ ସଁଖଲି ଭାବଁସି
ଦୁଇ,ଚାର ଧାରି ଲେଖମିଁ,
ଫେସବୁକ,ହ୍ୱାଟସେପ ଜମାନା ଭାଇ
କଲମ କେ କାଁଏ ଧରମିଁ.

ମିଃ.ଆର୍ତ୍ତତ୍ରାଣ
ବୀରମହାରାଜପୁର, ଫୁନ‐୯୪୩୯୧୪୦୮୧୪


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ