ହୁରଗୁନି

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଫଲସା ଫୁଲଠାନେ ପୀରତି କଲି
ନାଇଁ ପାରଲି ମୁଇଁ ଜାନି,
ରଙ୍ଗ୍ ଫଗୁନ୍ ବି ବିରଝାଉ ଥିଲା
ଦିନେ ହେବୁ ହୁରଗୁନି.

ରାଏତ୍ ଲେଖୁଥଲା ସପନ୍ କାଗଜେ
ହୁରୁଦ୍ ଭିତର୍ କଥା,
ମସକିଲ୍ ଇ ହାଲୋ ଆବାଜ୍ ଥି କାଁଏ
ମେଟି ଯାଉଥିଲା ବଥା.

ଜନ୍ ହଁସୁଥିଲା ଇ କଇଁର୍ କୁଲରେ
ମୁଇଁ ମରୁଥିଲି ଝୁରି,
ସମିଁଆ କହୁଥିଲା ମଧୁର୍ ଭାଷାଥି
ଭାଲେଣ୍ଟାଇନ୍ ଗଲା ଫିରି
ଭାଲେଣ୍ଟାଇନ୍ ଗଲା ଫିରି.

Leave a Reply

Your email address will not be published. Required fields are marked *