କବିତା – ପଥ ପଥିକର – ସୋମନାଥ ମହାପାତ୍ର

ଲେଖକ ପରିଚୟ

Blog | +

ଏହି ବିଷୟଟି 6 ଜଣ ପାଠକ ପଢି ସାରିଛନ୍ତି


ଅମାନିଆ ରାସ୍ତାର
ପଥପ୍ରାନ୍ତ ପଥିକ ମୁଁ
ଖୋଜୁଥାଏ ଜୀବନର
ପ୍ରତିଟି କ୍ଷଣକୁ
ଦୀପ୍ତିଭରା ସ୍ୱପ୍ନର
ଅଲୋଡ଼ା ସାରଥି ମୁଁ
ଇଚ୍ଛାହୁଏ ଜୀବନ
ଝରଣାରେ ଝରିବାକୁ
ସତେ ଯେମିତି ସେ ଡାକୁଛି ମୋତେ
ସୁବର୍ଣ୍ଣ ପଥର ପଥିକ ହେବା ପାଇଁ…


ରଚନା : ସୋମନାଥ ମହାପାତ୍ର

ଠିକଣା : ବିଜେପୁର ଦୂରଭାଷ :

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments