ମୁଁ ଚାଷୀ – ସୁଧାକର ସେଠୀ

ଲେଖକ ପରିଚୟ

ସୁଧାକର ସେଠୀ
ଜମ୍ଵେଶ୍ଵରପୁର, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଚାଷ ମୋ ସପନ
ଅନ୍ଧାରି ମୂଲକେ ଆଶାର କିରଣ
ଜୀଵନର ସେ ମଧୁଝରା ଗୀତି
ମୁଁ ଚାଷୀ,ନାହିଁ ମୋର ଭୟ ଭୀତି
ଆସୁ ଝଡ ଆସୁ ଵତାସ
ହେଉ ଅଶା ମରୁଡି
ଵାହୁରେ ମୋର ଅଛି ଭରସା
ଯାଇନି କେଵେ ଚହଲି ।

ମୁଣ୍ଡରେ ଠେକା ଭିଡିଲେ ମୁଁ
ଵଦଳାଏ କରମ ରେଖା
ଚାଷ ମୋର ଜୀଵନର ପଥ
ଚାଷ ମୋର ଵେଉସା ।।୨।।

ସଭିଙ୍କ ମୁହଁରେ ଦେଵାକୁ ଆହାର
ଦେଖାଇ ଥାଏ ମୁଁ ଛାତି
ଖରା ଵରଷା ନଥାଏ ଫରକ
ସଵୁ ଥିରେ ମୁଁ ଖୁସି
ମୁଁ ଚାଷୀ, ସକାଳୁ ସଞ୍ଜ
ଵିତେ ହିଡ ମୁଣ୍ଡେ
ଭୂଲେନି ମୋ ସ୍ଥିତି ।
ମୁଁ ଚାଷୀ, ଚାଷ ମୋ ସପନ
ଜୀଵନର ଜୟ ଗୀତି ।

ଜମ୍ଵେଶ୍ବରପୁର, ଵାଲେଶ୍ଵର
ଦୂରଭାଷ ୯୩୩୭୬୮୧୫୨୪


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ