ଆଶ୍ରୟ ମାଧ୍ୟମରେ ମନୋରମତା – ରଙ୍ଗନାଥ ରଥ

ଲେଖକ ପରିଚୟ

ରଙ୍ଗନାଥ ରଥ
ବରଗଡ ବ୍ରିଟ କଲୋନୀ, ଭୁବନେଶ୍ୱର, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଅନର୍ଘମପି ମାଣିକ୍ୟଂ ହେମାଶ୍ରୟମପେକ୍ଷତେ I
ଅନାଶ୍ରୟା ନ ଶୋଭନ୍ତେ ପଣ୍ଡିତାଃ ବନିତାଃ ଲତାଃ II

ଭାବାର୍ଥ 👉
ମାଣିକ୍ୟ ଅତି ମୂଲ୍ୟବାନ୍ ହେଲେ ମଧ୍ୟ ଏହାର ସୌନ୍ଦର୍ଯ୍ୟର ପରିସ୍ଫୁଟନ କେବଳ ସୁବର୍ଣ୍ଣ ଆଶ୍ରୟରେ ହିଁ ସମ୍ଭବ ହୋଇଥାଏ I ବିଦ୍ୱାନ୍ ବ୍ୟକ୍ତି, ରମଣୀ ଓ ଲତାମାନେ ସେହିପରି ଆଶ୍ରୟ ବିନା ଶୋଭା ପାଆନ୍ତି ନାହିଁ I


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ