ଶୂନ୍ୟତା

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ରଙ୍ଗ ଏ ଦେହରେ ଲାଗିଛି
ବହୁ ବର୍ଷ ପରେ
ମନ କିନ୍ତୁ ସେବେଠାରୁ ଫିକା
ତୁମେ ଇନ୍ଦ୍ରଧନୁ
ଆଜିବି ମୁଁ ସେଇମିତି ପୁରା ଏକା ଏକା ।

କୋହ ସାଥେ ଜୁଡୁବୁଡୁ ମନ
ଲୁହ ପାଖେ ଏ ଦୁଇ ନୟନ
ବିଶ୍ୱାସର ବନ୍ଧନୀ ଭିତରେ
ବାର ବାର ଲେଖା ଗୋଟେ ଶବ୍ଦ
ଧୋକା ଧୋକା ଧୋକା
ରଙ୍ଗ ଏ ଦେହରେ ଲାଗିଛି
ବହୁବର୍ଷ ପରେ
ମନ କିନ୍ତୁ ସେବେଠାରୁ ଫିକା ।


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ