କବିତା – ଶେଷ ଇଚ୍ଛା – ଡକ୍ଟର ନୀଳମାଧବ କର

ଲେଖକ ପରିଚୟ

ଡକ୍ଟର ନୀଳମାଧବ କର
ଓଲଭରହାମ୍ପଟନ, ଇଉନାଇଟେଡ କିଙ୍ଗଡମ | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ପ୍ରିୟମ୍ବଦା
କରନ୍ତ ନାହିଁ
ତମେ ଆତ୍ମହତ୍ୟା
ଆକାଶରୁ ଝୁଲି ପଡନ୍ତ
ହାତ ପାଆନ୍ତା ନାହିଁ
ତମ ଦିହକୁ
ସାଦା କାଗଜରେ ଲେଖା
ଚିଠିଟେ ବାହାରନ୍ତା
ତମ ଛାତିରୁ
ମୋତେ ଦାୟୀ କରି
କରନ୍ତ ନାହିଁ
ତମେ ଆତ୍ମହତ୍ୟା
ଆଃ, ପ୍ରିୟମ୍ବଦା !!
ନୀଳମାଧବ କର,
ଓଲଭରହାମ୍ପଟନ, ୟୁକେ

Leave a Reply

Your email address will not be published. Required fields are marked *