କବିତା – ଚିଲିକା – ରଞ୍ଜିତା ଦାସ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଓଡ଼ିଶାର ଗର୍ବ
ଏତ ଓଡ଼ିଶାର ରତ୍ନ, 

ଦେଶରେ ଖ୍ୟାତ
ସେତ ବିଦେଶେ ବିଖ୍ୟାତ |
କାଳିଜାଈରେ ସନ୍ଧ୍ୟା
ମନକୁ କରେ ବିଭୋର ,
ପାରିକୁଦ, ମାଲୁଦର ଦୃଶ୍ୟ
ଅତ୍ୟନ୍ତ ମନହୋର |
ବିଦେଶାଗତ ପକ୍ଷୀଙ୍କ
ଏତ ଆଶ୍ରୟର ସ୍ଥଳୀ,
ଶୀତ ଆଗମନେ
ଆସି ଏଠି କରନ୍ତି ଗହଳି | 

Writer’s Details: Ranjita Das, NIT Rourkela, Odisha India
Content Category:
Submission Date: Nov 12, 2019


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ