ପ୍ରେମ କରି ଦିଏ ଅନ୍ଧ – ଦେବବ୍ରତ ବାରିକ

ଲେଖକ ପରିଚୟ

ଦେବବ୍ରତ ବାରିକ
ଆନନ୍ଦପୁର, କେଉଁଝର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବେଳେ ବେଳେ ପ୍ରେମ କରି ଦିଏ ଅନ୍ଧ
ବଣର ଖୋଲା ଆକାଶ
ଭୁଲ ନ ଥାଇ ବି ଭୁଲ ହେଇଯାଏ
ବିଶ୍ବାସ ପାଲଟେ ବିଷ …

ପାଇବାର ଆଶା ତରୁଣୀର ଭୋକ
ଶୋଷ ମେଣ୍ଟ ନାହିଁ କେବେ
ଭୋକିଲା ର ଭୋକ ପୁରୀ ଯାଏ ସିନା
କହି ପାରେ ନା ସେ ଭାବେ….

ସାନିଧ୍ୟ ଦେହ ର ପାଇଗଲା ପରେ
ଭୂଇଁ ରେ ପଡିଲା ଝାଳ
ପ୍ରେମ ଫେମ ସବୁ ଚୁଲିକୁ ଗଲାଣି
ମରତେ ଚାଲିଛି ଖେଳ……

ତରୁଣୀ ଚାହାଣୀ କହେ ତା କାହାଣୀ
ତରୁ ଡାଳେ ତରୁ ଗୀତ
ମାନ ସନମାନ ପୋଡି ଯେ ଖାଇଲ
ହଜାରେ ପ୍ରିୟର ମିତ….

ଯାଅ ଗୋ ସଜନୀ ମନ ମନ୍ଦାକିନୀ
ଭଲ ନୁହଁ ପ୍ରେମ ପାଠ
ଦୂରେ ଦୂରେ ଥାଇ ରହୁଛି ବାନ୍ଧବୀ
ଯିବି ନାହିଁ ପ୍ରେମ ପୀଠ।।

ଆନନ୍ଦପୁର, କେଉଁଝର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ