କବିତା – ସମୟ -ରୀତା ଅପରାଜିତା ମହାନ୍ତି

ଲେଖକ ପରିଚୟ

ରୀତା ଅପରାଜିତା ମହାନ୍ତି
ଆମ୍ରପଲ୍ଲୀ, ଶୈଳଶ୍ରୀ ବିହାର, ଭୁବନେଶ୍ଵର ଦୂରଭାଷ : ୯୩୩୮୫୮୪୮୫୭ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସମୟ କେତେ ବଦଳିଗଲାଣି
ଆଜି ବି ଭାବି ହେଉନି।
ସେ କାଗଜ ଡ଼ଙ୍ଗା ର ନାଆ
ସେ ବୋହୁଚୋରି ,ସେ ଲୁଚକାଳି ଖେଳ
କେଉଁଠି ହଜିଗଲା ସମୟର ତାଡନା
ଏବେ ସେଇ ମୁଁ ଅଛି

ଆଉ ମୋର ଧରା ବନ୍ଧା ଜୀବନ।
ସତରେ ସମୟ ଆମକୁ
ଯେଉଁଠି ଟାଣିଆଣି ପକେଇଦିଏ
ଆମେ ରାସ୍ତା ହିଁ ବାଛୁ
ତା ଛଡ଼ା ଆମ ହାତ ରେ
କଣ କିଛି ଚାରା ଥାଏ କି ………????

ପ୍ଲଟ ନ -୮୩(ସି) ,ଆମ୍ରପଲ୍ଲୀ ,ଭୁବନେଶ୍ୱର -୨୧ 

ରଚନା : Reeta aparajeeta Mohanty

ଠିକଣା : Bhubaneswar -21 ଦୂରଭାଷ : 9338584857


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ