କବିତା – ସକାଳର ବାସ୍ନା – ମୀନାକ୍ଷି ପାଢୀ
ସତେ ଅବା ଆଙ୍କିଦେଲା
ମୁକ୍ତାକାଶେ ଉନ୍ମୁକ୍ତ ଆଭା,
ପ୍ରତ୍ୟୁଷେ ଉଭା….!
ସାଧ୍ବୀ ତବ
କଲ୍ଲୋଳିତ ମୁକ୍ତକେଶ ଶୋଭା!!
ନିଦ୍ରିତା କି ଅଭିଭୂତା,
ଆଗୋ ଶୂନ୍ଯସକ୍ତା?
ରଚନା : ମୀନାକ୍ଷି ପାଢୀ
ଠିକଣା : ଚିକିଟି, ଗଞ୍ଜାମ ଦୂରଭାଷ : 9776545001
Sent via Google Forms Email
