କବିତା – ପଳାତକ – ଛବିରାଣୀ ପତି

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ପଳାତକ
ତୁମେ ଗଲା ପରେ….
ମୋ'ମନ ଆକାଶୁ
ଆଙ୍କିଥିଲି ତୁମ ଛବି,,
କାନଭାସ ଠୁଁ ତୁମେ
ଏତେ ଦୂରରେ ଯେ'….
ରହିଗଲି ଭାବି ଭାବି ।।
ଏ'ଜୀବନ ରଙ୍ଗ ….
ଏତେ ବେରଙ୍ଗ କାହିଁକି ?
ଉତ୍ତର ପାଉନି ଖୋଜି ,,,
ଘନ କୁହୁଡିର….
ଅଦୃଶ୍ୟ ପଥରେ
ଯାଉଛି ଆଜି ମୁଁ ହଜି ।।
ଚିହ୍ନl ଲୋକ ମୁହଁରେ
ଅଚିନ୍ହାଁ ଚାହଁlଣି….
କେତେ କଣ ଉଙ୍କିମାରେ,,
ଅବୁଝା ମନର ….
ଅବୋଧ ପ୍ରଶ୍ନରେ
ନିଜ ପାଖେ ନିଜେ ହାରେ।।
ଛବିରାଣୀ ପତି , ମଧ୍ୟ ଶାସନ
      ।। ଜଗତସିଂହପୁର।।

HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ