କୃଷ୍ଣ ଦାମୋଦରମ୍ – ରଙ୍ଗନାଥ ରଥ

ଲେଖକ ପରିଚୟ

ରଙ୍ଗନାଥ ରଥ
ବରଗଡ ବ୍ରିଟ କଲୋନୀ, ଭୁବନେଶ୍ୱର, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପ୍ରଣମାମୋ ହୃଦି କୃଷ୍ଣ ଦାମୋଦରମ୍
ପ୍ରଣମାମୋ ହୃଦି କୃଷ୍ଣ ଦାମୋଦରମ୍ ॥ ୦ ॥

ନବନୀରଦ ସୁନ୍ଦର ଶ୍ୟାମତନୁ
ସଦା ଚିନ୍ତୟେ ପଙ୍କଜ ପାଦଯୁଗଂ ।
ବିଶ୍ଵମଙ୍ଗଳଦାୟକ ନାରାୟଣଂ
ପ୍ରଣମାମୋ ହୃଦି କୃଷ୍ଣ ଦାମୋଦରମ୍ ॥ ୧ ॥

ଗିରିଧାରଣ ଗୋବିନ୍ଦ ଦୀନନାଥଂ
ବେଣୁବାଦନତତ୍ପର ବାସୁଦେବଂ ।
ନନ୍ଦନନ୍ଦନ ଆନନ୍ଦକନ୍ଦ ହରିଂ
ପ୍ରଣମାମୋ ହୃଦି କୃଷ୍ଣ ଦାମୋଦରମ୍ ॥ ୨ ॥

ଯଦୁନାୟକ ଶ୍ରୀପତି ଚକ୍ରଧରଂ
ଗୁଣସାଗର ନାଗର ରାଧାନାଥଂ ।
ପୁରୁଷୋତ୍ତମ ବିଷ୍ଣୁମନାଥନାଥଂ
ପ୍ରଣମାମୋ ହୃଦି କୃଷ୍ଣ ଦାମୋଦରମ୍ ॥ ୩ ॥

ଦେବକୀସୁତ କେଶବ ପୀତାମ୍ଵରଂ
ବର୍ହଶୋଭିତ-କୁଞ୍ଚିତ କୁନ୍ତଳକଂ ।
ଯଶୋଦାହୃଦକନ୍ଦର ରତ୍ନମୌଳିଂ
ପ୍ରଣମାମୋ ହୃଦି କୃଷ୍ଣ ଦାମୋଦରମ୍ ॥ ୪ ॥

ବନମାଳା-ବିଭୂଷିତ ପଦ୍ମନାଭଂ
ଦୁଷ୍ଟଦାନବନାଶକ ଗୋକୁଳେଶଂ ।
ଅଚ୍ୟୁତାଽନନ୍ତ-ମାଧବ ବଂଶୀଧରଂ
ପ୍ରଣମାମୋ ହୃଦି କୃଷ୍ଣ ଦାମୋଦରମ୍ ॥ ୫ ॥

ଗୋପୀବଲ୍ଲଭ ଶ୍ରୀଧର ମାୟାଧରଂ
ବାମେ ଶୋଭିତ ରାଧିକା ଶୁଭ୍ରତନୁଂ ।
ଜାମଳାର୍ଜ୍ଜୁନ ଭଞ୍ଜନ ଦୁଃଖହରଂ
ପ୍ରଣମାମୋ ହୃଦି କୃଷ୍ଣ ଦାମୋଦରମ୍ ॥ ୬ ॥

ଗୀତିକାର – ଶ୍ରୀ ରଙ୍ଗନାଥ ରଥ
ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
2 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
Durga
ବଣମଲ୍ଲୀ ପାଠକ
Durga
6 ମାସ ପୂର୍ବରୁ

ଅତି ସୁନ୍ଦର

ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
6 ମାସ ପୂର୍ବରୁ
ଉତ୍ତର ଦିଅନ୍ତୁ  Durga

💐👌💐