କବିତା – ସମ୍ପର୍କ – ମିନତୀ ଦାଶ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ସମ୍ପର୍କ…..
…. ……………………
ସୁଖ ବେଳେ ସାଥୀ ହୋଇ
ହସିବାକୁ ଲୋଡା ହୁଅ ତୁମେ,
ଦୁଃଖ ବେଳେ ଖୋଜିହୁଁଏ
ଗୋଟା ପଣେ ଝରିଯିବା ପାଇଁ
ତୁମ ଆଶ୍ଳେଷରେ
ସମ୍ପର୍କ ଏ ବୈଚିତ୍ରର….
ବ୍ୟକ୍ତିତ୍ୱର ସମ୍ଭ୍ରାନ୍ତ ପଣରେ
ତରଳି ଯାଏ
ଯୁଗ ଯୁଗର ପୁଞ୍ଜୀଭୂତ
ଜମାଟ ବନ୍ଧା..
ଦୁଃଖର ବରଫ ମେରୁ.
ଅଦ୍ଭୁତ ସେ ଯାଦୁକରି ଭାଷା.
ଅଭିଭୂତ କରେ ନିତି—-
ଅକୁହା କାହାଣୀ ସବୁ.
ଫିଟି ହୋଇ ଯାଏ ଆପଣାଛାଏଁ–//
ଭାନୁମତୀର ପେଡୀରୁ,
ନିଗାଡ଼ି ହେଲା ପରି.
ନାମହୀନ ସମ୍ପର୍କ ଏ ସତ…
ଲୁହର ଭରା ଭର୍ତ୍ତୀ ନୟନର
ନିରବ ବକ୍ତବ୍ୟ ତୁମେ,
ଖୁସିରେ ଉବୁଟୁବୁ ଚଳ ଚଞ୍ଚଳ
ଚାହାଣୀର ଭାଷାବି ତୁମେ…….

ମିନତୀ ଦାଶ
ସ୍ବା-ପ୍ରଦୀପ କୁମାର କର
ସା-ପୂର୍ଣ୍ଣଚନ୍ଦ୍ରପୁର
ପୋ-ଭଞ୍ଜପୁର
ମୁର୍ଗାବାଡି,ବାରିପଦା
ଜିଲ୍ଲା-ମୟୂରଭଞ୍ଜ
ପିନ୍-୭୫୭୦୦୨
ମୋ-୯୪୩୮୪୭୮୬୫୯
ମେଲ-minatimini212@gmail.com


ରଚନା : ମିନତୀ ଦାଶ

ଠିକଣା : ସ୍ବା-ପ୍ରଦୀପ କୁମାର କର, ସା-ପୂର୍ଣ୍ଣଚନ୍ଦ୍ରପୁର, ପୋ-ଭଞ୍ଜପୁର, ମୁର୍ଗାବାଡି, ବାରିପଦା, ପିନ୍-୭୫୭୦୦୨, ମୋ-୯୪୩୮୪୭୮୬୫୭, ମେଲ୍ ଆଇଡି-minatimini212@gmail.com ଦୂରଭାଷ : 9438478657


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ