ସମୟ – ସାଇ ପ୍ରସାଦ ମହାପାତ୍ର

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ସମୟ ଆଗରେ ବନ୍ଧା ପଡ଼ିଛି ମୋର ସବୁ ଖୁସି…
ସତେ ଯେମିତି ମୋ ମୁହଁ ର ହସ ମୋ ଠାରୁ ହିଁ ଯାଇଛି ଋଷି..
ତଥାପି ମୁଁ ହାରିନି ତଥାପି ମୁଁ ଥକିନି ବଞ୍ଚିଛି ନୂଆଁ ଆଶା କୁ ନେଇ…
ସତେ ଯେମିତି ହାରିବା ଜିତିବା ର ଦୌଡ଼ ରେ ମୋର ଜୀବନ ର ସବୁ ସୁଖ ଲୁଚି ଯାଇଛି ନିଜ ମଥା ନୂଆଁଇ…
ମୋ ସହ ମୁଁ ଆଜି ଏକା ଏକା…
କିଛି ବିଶ୍ୱାସୀ ଲୋକ ଙ୍କୁ କରି ମୁଁ ଅନ୍ଧବିଶ୍ୱାସ
ଜୀବନ ରେ କେତେ ପାଇଛି ମୁଁ ଧୋକା…
ସମୟ ର ସୁଅ ଓ ଆଖି ର ଲୁହ ଭସାଇ ନେଇଛି କେତେ ଯେ ସ୍ବପ୍ନ କୁ ମୋର…
ଯେଉଁମାନେ ଥିଲେ ଦିନେ ମୋର ଅତି ଆପଣାର…
ସେମାନେ ଚାଲି ଯାଇଛନ୍ତି ମୋ ଠାରୁ ଆଜି ଅନେକ ଦୂର…।

ରଚନା : ସାଇ ପ୍ରସାଦ ମହାପାତ୍ର

ଠିକଣା : ବାଂଙ୍ଗଲୋର,କର୍ଣ୍ଣାଟକ ଫୋନ ନମ୍ବର : 9686274750


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ