ସୁବାଷ ବୋଷ – ଦେବବ୍ରତ ବାରିକ

ଲେଖକ ପରିଚୟ

ଦେବବ୍ରତ ବାରିକ
ଆନନ୍ଦପୁର, କେଉଁଝର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଭାରତର ତୁମେ ବୀରପୁତ୍ର ଥିଲ
ଥିଲା ନାମ ତୁମ ସୁବାଷ ବୋଷ

ଦିଲ୍ଲୀ ଚଲୋ ର ଆହ୍ଵାନ ଦେଇଣ
ଭରିଥିଲ ଅଜସ୍ର ସାହସ

ଭାରତ ମାଆର ସ୍ଵାଧୀନତା ଲାଗୀ
ତୁମେ କରିଥିଲ ଶପଥ

ସ୍ଵାଧୀନତା ଆମେ ପାଇବା ପାଇଁ କି
ତୁମେ ଦେଇଥିଲ ରକତ

ଦେବବ୍ରତ ବାରିକ
ଆନନ୍ଦପୁର, କେନ୍ଦୁଝର
ମୋ 9348779394


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ