ଏଣୁତେଣୁ – ପୂର୍ଣ୍ଣଚନ୍ଦ୍ର ମହାରଣା

ଲେଖକ ପରିଚୟ

ପୂର୍ଣ୍ଣଚନ୍ଦ୍ର ମହାରଣା
ବାଳକାଟୀ, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

Read More

ଦୁଃଖ ର ଜାତି ନାହିଁ
ସୁଖ ର ରାତି ନାହିଁ !!

ଫୁଲ ର ତାତି ନାହିଁ
ପଗୁଣ ର ସାଥି ନାହିଁ !!

ବୁଢିଆଣୀ ର ପତି ନାହିଁ
ବୁଢ଼ା ବାହା ହେଲେ ଶାନ୍ତି ନାହିଁ!!

ସାପ ର ଛାତି ନାହିଁ
ପାପ ର ମତି ନାହିଁ !!

ବଳଦ ର ପ୍ରିତୀ ନାହିଁ
କୁକୁର ର ଧୋତି ନାହିଁ !!

ଆଉ ମନେ ପଡୁ ନାହିଁ
ଜାଣିଥିଲେ କୁହ ଭାଇ !!


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ