ମାଆ ନାରାୟଣୀ ସାହିତ୍ୟ ଓ ସଂସ୍କୃତି ପରିଷଦର ଚତୁର୍ଥ ବାର୍ଷିକୀ ଉତ୍ସବ ଓ ବାର୍ଷିକ ମୁଖପତ୍ର ‘ସୁପ୍ରଭା’ ଉନ୍ମୋଚନ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ପୁରୀ – ଚଳିତ ବର୍ଷ ଡିସେମ୍ବର ୧ ତାରିଖ ରବିବାର ସକାଳ ୧୦ ଟା ସମୟରେ ପୁରୀ ବଡଦାଣ୍ଡରେ ଅବସ୍ଥିତ ହୋଟେଲ ନାୟକ ପ୍ଲାଜାର ସଭାଗୃହରେ ମାଆ ନାରାୟଣୀ ସାହିତ୍ୟ ଓ ସଂସ୍କୃତି ପରିଷଦର ଚତୁର୍ଥ ବାର୍ଷିକୀ ଉତ୍ସବ ପାଳିତ ହେବାକୁ ଯାଉଛି । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ସୁପ୍ରଭା’ ଲୋକାର୍ପିତ ହେବା ସହିତ କବିତାପାଠ ଏବଂ ସାରସ୍ଵତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ଓଡିଶାର ବହୁ ସୁନାମଧନ୍ୟ ଲେଖକ, କଳାକାର ତଥା ଶିକ୍ଷାବିତମାନେ ଯୋଗଦେବେ ବୋଲି ଅନୁଷ୍ଠାନର ସମ୍ପାଦକ କାବ୍ୟସାରଥୀ ସୁରେନ୍ଦ୍ରନାଥ ଗୁରୁ ସୂଚନା ଦେଇଛନ୍ତି ।


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ