କୁଲତା ଏକତା ଦିବସ ଅବସରରେ ରାମଚଣ୍ଡୀ ଯୁବବାହିନୀ ପକ୍ଷରୁ ସାରସ୍ଵତ ସମ୍ମିଳନୀ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ତା ୧୯/୦୪/୨୦୧୯ – ବଲାଙ୍ଗୀର ଜିଲ୍ଲା – ଆଜି ଡାଙ୍ଗବାହାଲ ଗ୍ରାମରେ କୁଲତା ଏକତା ଦିବସ ଅବସରରେ ରାମଚଣ୍ଡୀ ଯୁବବାହିନୀ ପକ୍ଷରୁ ଅନେକ ସାରସ୍ଵତ ସାଧକ ସାଧିକା ତଥା କବି କବୟିତ୍ରୀ ମାନଙ୍କ ଗହଣରେ ଏକ ମହାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାରସ୍ଵତ ସମ୍ମିଳନୀରେ ବିଭିନ୍ନ ଅଞ୍ଚଳରୁ ଶହସ୍ରାଧିକ ସାହିତ୍ୟାନୁରାଗୀ, ବୁଦ୍ଧିଜୀବୀ ଓ ଶିକ୍ଷାବିତ ବୃନ୍ଦ ଯୋଗଦାନ କରିଥିଲେ । କବି ଓ କବୟିତ୍ରୀ ମାନଙ୍କ ମଧ୍ୟରେ ହରିଲାଲ ସାହୁ, ଅହଲ୍ୟା ପଧାନ, ଉତ୍ତମା ପଧାନ, ଏବଂ ହାର୍ବାଲ ଗବେଷକ ତଥା କବି ଭକ୍ତବନ୍ଧୁ ବିଶ୍ଵାଳଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
Reported By Bhaktabandhu Biswal

HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ