ବଣମଲ୍ଲୀର ମହକ ଓ କବିର ଘର ସାହିତ୍ୟ ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଆୟୋଜନ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ତା ୧୧/୦୪/୨୦୧୯ – ବଣମଲ୍ଲୀର ମହକ ଓ କବିର ଘର ସାହିତ୍ୟ ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ ତା ୧୦/୦୪/୨୦୧୯ ରିଖରୁ ଓଡିଆ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଆହ୍ଵାନ କରାଯାଇଛି । ଯେକୌଣସି ଲେଖକ ଲେଖିକା ଉଭୟ ହ୍ଵାଟସଆପ ସଂଘ କିମ୍ବା ବଣମଲ୍ଲୀର ମହକ ସାହିତ୍ୟ ପୋର୍ଟାଲରେ ଉପଲବ୍ଧ ଥିବା ପ୍ରତିଯୋଗିତା ଲିଙ୍କ ରେ କ୍ଲିକ କରି ଅଂଶଗ୍ରହଣ କରିପାରିବେ । ଏହି ଇ-ପ୍ରତିଯୋଗିତା ନିମନ୍ତେ ତା ୩୦/୦୪/୨୦୧୯ ରିଖ ରାତି ଘ. ୧୧:୫୯ ମି. ପର୍ଯ୍ୟନ୍ତ କବିତା ଓ ଗଳ୍ପ ଗ୍ରହଣ କରାଯାଇ ତା ୧୦/୦୫/୨୦୧୯ ରିଖରେ ଫଳାଫଳ ଘୋଷଣା କରାଯିବ ।



