ବାବୁ ଚୋର – ସତ୍ୟ ପ୍ରକାଶ ସେଠୀ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

କାହାଠୁଁ ଆମର ନାହିଁ ପାଇବାର

ଆଶା ଅଭିଳାଷା କିଛି
ତଥାପି ହାତୀ ନେ ଘୋଡ଼ା ବି ଦେବାର
କାହିଁକି ନାଟକ ମିଛି? 1
ଏଡ଼େ ଠକ ତୁମେ ଜାଣିଥିଲେ ଆମେ
ପାଖ କି ଯେ ମାଡ଼ି ଥା’ନ୍ତୁ
ଭଲ ହେଲା ତୁମେ ଚିତା କାଟି ଦେଲ
ନୋହିଲେ କି ବୁଝିଥାନ୍ତୁ?2
ଧପ୍ପାବାଜିଆରେ କର ଗୁରୁ ଜ୍ଞାନ
ସୁଧୁରି ଯା’ ବାବୁ ଚୋର
ନୋହିଲେ ଖାଇବୁ ଢିପାଳୀ ଯେତକ
କହୁ ଥିବୁ ରକ୍ଷାକର।। 3

Writer’s Details: ସତ୍ୟ ପ୍ରକାଶ ସେଠୀ,
ସା – ରାଣୀପଡ଼ା, ପୋ – ତରାଗୋ ଜିଲ୍ଲା – ଭଦ୍ରକ
Content Category:
Submission Date: Jul 09, 2019


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ