ରଖିବନି ବାକି – ଭାରତୀ ସାହୁ

ଲେଖକ ପରିଚୟ

ଭାରତୀ ସାହୁ
ଯୁନିଦା ପାଟଣା, ଦଶରଥ ପୁର, ଯାଜପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପିନ୍ଧାଇଲି ରାକ୍ଷୀ ରଖିବନି ବାକି
ସବୁ କବି ଭାଇ ମୋର
ସ୍ନେହ ଶରଧାର ପାଉଣା ମାଗୁଛି
କରନା ଆଉ ଉଛୁର ।
ଯୁଗ ଯୁଗ ପାଇଁ ଏଇ ସ୍ନେହ ଶ୍ରଦ୍ଧା
ରଖିବନା ଭାଇ ମୋର
ତୁମରି ପାଟିରୁ ସ୍ନେହ ବୋଳା କଥା
ପଦଟିଏ ଦରକାର ।
ସୁଖରେ ଦୁଃଖରେ ଥିବ ମୋ ପାଖରେ
ପ୍ରେରଣା ଦବାକୁ ଭାଇ
ସବୁ କାମେ ମୋତେ ମିଳିବ ସାହାସ
କେବେବି ହାରିବି ନାହିଁ ।
ଆମ ଏଇ ପ୍ରେମ ଦେଖୁ ଏ ଦୁନିଆଁ
ଆବିଳତା ନାହିଁ କିଛି …


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ