ରେଡ଼ିଓ କଥା – ରଞ୍ଜନ କୁମାର ବ୍ରହ୍ମା

ଲେଖକ ପରିଚୟ

ରଞ୍ଜନ କୁମାର ବ୍ରହ୍ମା
ଚିକିଟୀ ଗଡ଼, ଗଞ୍ଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସଭିଙ୍କର ସାଥି ଆକାଶବାଣୀଟି
ବଡ଼ ଉପକାରୀ ସିଏ ।
ସୁନ୍ଦର ଗଳାରେ କେତେ କଥା ଗୀତ
ମନ ଖୋଲି ପାଖେ କହେ ।।

ବଦଳେ ସମୟ ବଦଳେ ସମାଜ
ନ ବଦଳେ ତା’ର ରୂପ ।
ମାର୍କୋନି ଆମର ମନେ ପଡ଼ିଥାନ୍ତି
ଝଲସେ ଫିଲିପ୍ସ ମୁଖ ।।

ଚିକିଟୀ ଗଡ଼, ଗଞ୍ଜାମ
ମୋ ନଂ – 9437858788


HTML tutorial
ଚିକିଟୀ ଗଡ଼, ଗଞ୍ଜାମ, ଓଡିଶା , ପିନ୍ - ୭୬୧୦୧୦
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ