ବର୍ଷା ଆଉ ତୁମେ – ତପନ ଦୀକ୍ଷିତ (ବେଳାଭୂମି)

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ସାଜେ ଯେବେ ତୁମ ସଜ ଦେହଟାରେ
               ବରଷା ପାଣିର ଟୋପା
 ଛାତି ଅଗଣାରେ ଚରଚା ଚାଲଇ
             ତୁମ ପାଇଁ ଚାପା ଚାପା,

ମନ ମୟୂରୀ ମୋ ନାଚି ଯାଏ ତାଳେ 
            କବରୀ ମୁକୁଳା କଲେ 
ମାନ କି ନ ମାନ ଋତୁ  ଝୁଲିପଡେ
               ପଠା କଦମ୍ବର ଫୁଲେ ,   

ଅସରନ୍ତି ସ୍ୱପ୍ନ  ବତାସି ପବନ
                ପଲକକୁ ଯାଏ ଛୁଇଁ
ଉକୁଟି ଉଠଇ   ଛାତି ତଳ କୋହ
       ଦୂରେ…ହୃଦୟଟା ଝୁରେ ରହି।।

ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ