ଋତୁ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ରୂ: ରୂ ରୁ ରୁପସୀ           ମନର ମାନସୀ
               ରୂପର କଳନା ନାହିଁ l
    ଋତୁ ରାଣୀ ତୁହି         ଶ୍ରାବଣୀ ରୂପରେ
            ଭିଯାଉଚୁ ବର୍ଷା ହୋଇ ll
    କେବେ ଭିଯାଉ ତୁ      ପ୍ରେମର ରଙ୍ଗରେ
              ବହି ମଳୟର ବାଆ l
    କେବେ ପୁଣି ତୁହଁ       ଗ୍ରୀଷ୍ମର ପ୍ରକୋପେ
               ମନରେ ଜଳଉ ନିଆଁ ll

ତୁ: ତୁ ରୁ ତୁଷାର         ନାହିଁ ତୋ ଆକାର
           ହିମାଳୟ ପରିବ୍ୟାପ୍ତ l
     ତୋ ଶୀତଳ ସ୍ପର୍ଶ    ପାଇବା ପାଇଁ କି
           ସଭିଏଁ ଏଠାରେ ବ୍ୟସ୍ତ ll
      କେବେ ଜଳ ହୋଇ     ବାହୁଚୁ ଜୀବନ
            ନିଃସଙ୍ଗ ବାଟୋଇ ଟିର l
     କେବେ ପୁଣି ତାକୁ       ଏକା ଛାଡ଼ିଦେଇ
              ହୋଇଯାଉ ସ୍ୱାର୍ଥପର ll


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ