ଏକତାର ଚିହ୍ନ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଦୀପର ପ୍ରଦୀପ
ଆଲୋକିତ କରି
ଅନ୍ଧକାର ଦେବା ତଡି,
ଏକତା ର ଏହି
ଶୋଭାଯାତ୍ରା ଆମ
ସଫଳତା ଦେଉ ଭରି l
ସଭିଏଁ ଏକତ୍ର
ଜାଳି ଦୀପ ଏକ
ଦେଖାଇବା ଆମ ଶକ୍ତି,
ଭାରତ ଆମର
ଗୋଟିଏ ପ୍ରଦେଶ
ନାହିଁ ପ୍ରଭେଦ ଆମରି ll
