ସବୁ ପ୍ରେମ : ପ୍ରଶ୍ନ – ପ୍ରଫୁଲ୍ଲ ଚନ୍ଦ୍ର ପାଢୀ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଅନେକ ସ୍ମୃତି ର ଜହ୍ନରାତି॥
ତମେ ନାଚୁଥାଅ ମୋ ମନର ଡାଳରେ
ଧିରେ ଗୀତରେ ସଜାଇ ଦିଅ
ହୃଦୟର ଥାକ ସବୁକୁ ॥
ସମୟର ଫଡ଼ ଫଡ ଶଦ୍ଦରେ
ହଜିଯାଉ ଥିଲେ ମଧ୍ୟ ବଂଶୀର ସୁର
ତମେ ଧିର ପବନ ପରି
ଧସେଇ ଆସ କାଇଁ କି !!!!
ପ୍ରଫୁଲ୍ଲ ଚନ୍ଦ୍ର ପାଢୀ
କୋଲନରା, ରାୟଗଡା ଜିଲ୍ଲା
ମୋ- ୮୯୧୭୩୨୪୫୨୫

