ମନେପଡ ଫକୀରମୋହନ – ସୁଧାକର ସେଠୀ

ଲେଖକ ପରିଚୟ

ସୁଧାକର ସେଠୀ
ଜମ୍ଵେଶ୍ଵରପୁର, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଲଢେଇଥିଲା ଏମିତି ବେଳେ

ଭାଷା ଜାତିଥିଲା ସଂଙ୍କଟ
ନେତୃତ୍ବ ତୁମର ଭୂଲିକେ ପାରିବ
ସାଜିଥିଲ ମହାନାୟକ

କେମିତି ଭୂଲିବୁ ସେ ନିର୍ଯାତନା
ସେ ଦୁର୍ଦିନର ଦିନ
ଜନମି ଥିଲ ହେ ଯୁଗପୁରୁଷ
ଓଡିଶା ମାଟି ହେଲା ଧନ୍ୟ

ବଙ୍ଗାଳି ବିହାରୀ ମାଡିଆସୁଥିଲେ
ଶୁଭଥିଲା ଟୀକା ଟିପଣୀ
ଚତୁରତା ପଣେ ହେ ଫକୀରମୋହନ
ଓଡିଆ ପ୍ରାଣ ଦେଲ ଭରି

ହସି ଉଠିଲା ଲେଖନୀ ମୂନ
ହେଲା ସାହିତ୍ୟ ପ୍ରକାଶ
ପ୍ରଶାସନ ସହ ସେ ଲଢେଇ ଥିଲା
ଆଜି ନିଜକୁ କହୁ ସ୍ବତନ୍ତ୍ର
🔸🌼🔸🌼🔸
ଜମ୍ବେଶ୍ବରପୁର, ବାଲେଶ୍ବର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ