ଏକାନ୍ତବାସ
ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ଏକାନ୍ତବାସ
ଘରେ ବସି ହେଜ ସଂସ୍କୃତି ଚାଷ
ଏକାନ୍ତବାସ ,,,,,
ପରିବେଶ ରକ୍ଷା ଅଙ୍କକୁ କଷ ।।
ଏକାନ୍ତବାସ
ଜୀବେଦୟା ହେଉ ଏବେ ଶପଥ
ଏକାନ୍ତବାସ ,,,,,
ପାଶ୍ଚାତ୍ଯ ସଂସ୍କୃତି କରିବା ଲୋପ ।।
ଏକାନ୍ତବାସ
କୋରନା ପାଇଁକି ସତର୍କ ଓଷ,,,
କହେ ସନ୍ତୋଷ ,,,,,
ଘଡିସନ୍ଧି ବେଳେ କରନି ହାସ୍ୟ ।।
ଏକାନ୍ତବାସ
ବିନା ଶ୍ରମେ ହବ ଭୁତାଣୁ ନାଶ
ଏକାନ୍ତବାସ ,,,,
ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ଘୋଷ ।।
ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ ।
