ମଧୁବାବୁ ସ୍ମରଣିକା – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୨ ଶ ଜୟନ୍ତୀ ଅବସରରେ

କୋଟି ପ୍ରାଣବିନ୍ଦୁ ଓଡିଆର ଇନ୍ଦୁ 
      ଉତ୍କଳ ଗୌରବ ସେଇ 
ଅଦ୍ବିତୀୟ କୀର୍ତ୍ତି  ରଖିଛି ସାଇତି 
     ସ୍ବାଭିମାନୀ ବୀର ହୋଇ
       ଶ୍ରଦ୍ଧାଞ୍ଜଳୀ ଘେନି ଆସ ଭାତୃ ଭଗ୍ନୀ 
              ସ୍ବାଭିମାନ ଜାଗୁ ହୃଦେ 
        ଭାଷାର ସୁରକ୍ଷା ଆମରି ହାତରେ 
                ଆଗାମୀ ପିଢିର ହିତେ….
             ସ୍ଥିତି ଓ ସଂସ୍କୃତି ଐତିହ୍ୟ କୀରତି
                   ମନେଗୁଣୀ ବାରମ୍ବାର
              ପରଭାଷା ମୋହେ ମାତୃଭାଷା ଆମ 
                        କରନାହିଁ ହତାଦର….
          【ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ 】

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ