ଅଣୁଗଳ୍ପ – ରାଜନୀତି – ବଳରାମ ତରାଇ

ଲେଖକ ପରିଚୟ

ବଳରାମ ତରାଇ
ଗଇନାଡ, ହାଟବରଡି, କୁହୁଡି, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଭୋଟ୍ ଭୋଟ୍ ଭୋଟ୍, ଆଉ ଖାଲି ନୋଟ । ଆମେ ସମସ୍ତେ ଏଠି ପାଗଳ । ଟଙ୍କା ଲୁଟିବେ ଆମରି ନେତାମାନେ, ଆଉ ଆମେ ମଦ ପାଇଁ ପାଗଳ ହେଇ ଆମର ଏହି ମୂଲ୍ୟବାନ ଭୋଟ୍ କୁ ବିକିବା । ଆମେ ଖରାରେ ଆଉ ଏ ବୈଶାଖ ର ତାତିରେ କୁଜି ନେତା ମାନଙ୍କ ସହ ବୁଲୁଥିବା । ହେ ଯୋଗ୍ୟ ସନ୍ତାନ ମନେ ନିଜକୁ ବିକୁଛେ ଆମେ । ପିଲାମାନଙ୍କ ଟଙ୍କାରେ ଗୋଲାମି କରୁଛ। ଘର ଲୋକ ମାନେ ଆମ ପାଇଁ ଚିନ୍ତା କରୁ ନାହାନ୍ତି ।ଆଉ ଆମେ ବି ଏ ନେତା ମାନଙ୍କ ଭଳି ସାଜୀବା କୁଜି ନେତା । ଆଜି ଆମ ପାଖେ ଚାକିରୀ ଖଣ୍ଡେ ନାହିଁ, ଘର ନାହିଁ,ପାଣି ନାହିଁ, ଆମେ ଅନ୍ୟ ଉପରେ ନିର୍ଭର । ଦାଦନ ଖଟିବାକୁ ବିଦେଶ ଯାଉଛନ୍ତି ଆମ ଶ୍ରମିକ ମାନେ । ଭ୍ରଷ୍ଟାଚାର, ନାରୀ ନିର୍ଯାତନା, ଧର୍ଷଣ ,ଅତ୍ୟାଚାର, ଦାଦାଗିରି ଇତ୍ୟାଦି ବଢି ଚାଲିଛି । ଏହି ସୁଯୋଗ ଛାଡିଲେ ଆମେ ପୁଣି ନିଜ ହାତରୁ ପାଞ୍ଚ ବର୍ଷର ଗୋଲାମ କରିବାର ସୁଯୋଗ ନେବା ।ଆମ ହାତରେ ଏବେ ସେହି ସମୟ ଆମକୁ ଅପେକ୍ଷା କରିଛି । ଆମେ ବିର, ବିର ପରି ନିଜ ଇଚ୍ଛାରେ ପାର୍ଥି ବାଛିବା ।ଭୋଟକୁ କାହିଁକି ବିକୁଛନ୍ତି ? ଆମେ ଦେଶର ସେବା କରିବାକୁ ସୁଯୋଗ ପାଇଛେ ।ଆମେ ମନେ ଆମ ଦେଶର ଭବିଷ୍ୟତ ଗଢିବା ।ଆମ ଦେଶକୁ ଅନ୍ୟାୟ ଆଉ ଦୁର୍ନୀତିରୁ ମୁକ୍ତ ରଖିବାକୁ ଆମେ ଉପଯୁକ୍ତ ପାର୍ଥି ବାଛିବା । ଆଉ ଠିକ ଚୟନରେ ଭୋଟ୍ ଦାନ କରିବା । କାହାର ପ୍ରଲୋଭରେ ପଡି ମାୟାରେ ପଡି 500 ଟଙ୍କା ବିନିମୟରେ ଆମ ହାତରେ ଥିବା ସୁଯୋଗ କୁ 5 ବର୍ଷ ପାଇଁ ବିକିବାନି ବିକିବାନି ବିକିବନି । ଆମେ ବଂଚିବା ଆଉ ଆମ ନେତା ବି । ଦୋଷ ଥିଲେ କ୍ଷମା କରିବେ । ଜୟ ହିନ୍ଦ ।

Writer’s Details: ବଳରାମ ତରାଇ, ଖୋର୍ଦ୍ଧା
9937014646 Content Category:
Submission Date: Apr 20, 2019


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ