କବିତା – ନୂଆ ବରଷ – ପ୍ରଦୀପ କୁମାର ପ୍ରଧାନ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ନୂଆ ବରଷଟା ହେଉ ଶୁଭଙ୍କର
ଦୁଃଖ, କ୍ଲେଶ ଦୂର ହେଉ,
ପ୍ରତି ଦିନ ହେଉ ନୂଆ ଦିନଟିଏ
ନୂଆ ସମ୍ଭାବନା ଥାଉ ।।
ଏତିକି ମିନତି ଜଗତ ଠାକୁର
କୃପା ଦୃଷ୍ଟି ରହି ଥାଉ,
ନୂଆ ବରଷରେ ହର୍ଷ ଉଲ୍ଲାସରେ
ସଭିଙ୍କର ଦିନ ଯାଉ ।।
# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର
ରଚନା : ପ୍ରଦୀପ କୁମାର ପ୍ରଧାନ
ଠିକଣା : ଅଧ୍ୟାପକ, ଇଂରେଜୀ ବିଭାଗ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର, ଦୂରଭାଷ : ୮୭୬୩୬୨୯୨୮୨
