ପ୍ରିୟା ପାଇଁ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ
ଯାଅ ନାହିଁ ଋଷି  ଆଲୋ ପ୍ରିୟ ସଖି
             ପାହିପାହି ଯାଏ ରାତି
  ଅଳପ ହସରେ ନରମ ହାତରେ
               ଢାଳି ଦିଅ ତୁମ ପ୍ରୀତି …..
    ତୁମରି ରୂପର ହାଟରେ ମୁଁ  ଆଜି
             ଦେବି ତୁମ ପ୍ରେମ ମୂଲ
       ତୁମରି ଦେହର କୁଆଁରୀ ମନରେ
               ଢାଳିବି କାମନା ଝୁଲ…..
        ଆସ ଶୁଣିଯାଅ ପ୍ରିୟତମା ମୋର
                    ମନକୁ ମୋହିବି ତୁମ
          ବିରହ ବେଦନା ସହି ହେଉନାହିଁ
               ଭାଙ୍ଗିଦିଅ ସେ ଗୁମାନ ……✉
✍ସନ୍ତୋଷ ପଟ୍ଟନାୟକ ,ବେଗୁନିଆପଡା ବ୍ଳକ୍ ,ତିରିଡା /ଗଞ୍ଜାମ  ।

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ