ଭାବ ମୋହନ ହେ ଭବରୁ ଉଦ୍ଧାର – ବିଷ୍ଣୁ ପ୍ରସାଦ ମିଶ୍ର

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ମନ ମୋହନଙ୍କୁ ଏତିକି ବିନତି…………… 
ସୁଦୟା ରଖିବା ହେଉ…………..
ଭାବ ବିନୋଦିଆ ଭବ ଜାତନା ମୋ……….
କେତେ ବା ଦେଖିବ ଆଉ………୦.(ପଦ)
ଭବ ଦରିଆରେ, ଭାସୁଛି ଠାକୁରେ
ଭସାଇ ନ ଦିଅ ମୋତେ,,,,,,,,, 
ଭରସା କରିଛି ଛନ୍ଦା ଚରଣ ରେ
ରେଣୁ ଟିଏ ଅବିରତେ….. ୧.
ଭାବ ର ନାୟକ, ଭକତ ରଞ୍ଜକ,
କରୁଣା ମୟ ମୁରାରି,,,,,,,,,
ମର ସଂସାରରେ, ରହି ସଢ଼ି ମରେ,
ମରତ ରେ ଦେହ ଧରି…….. ୨.
ଧରଣୀ ରକ୍ଷକ, ଜଗତ ପାଳକ, 
କିଞ୍ଚିତେ କର ସୁଦୟା,,,,,,,
ଦରିଦ୍ର ଜଞ୍ଜାଳ, ଜାଲେ ଘାଣ୍ଟି ମାରେ, 
ମନରେ କାହିଁକି ମାୟା……… ୩.
ମାୟାଧର ଯଦି, କାୟା ନ ଚିହ୍ନିଲ, 
ଲାଭ କିବା ବଞ୍ଚିବାର,,,,,, 
ମରତ ମଣ୍ଡଳେ, ମାନବ ଶରୀର, ,
ଲୋଡ଼ା କିବା ଲାଭ ମୋର……..୪.
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ
ମୋ – 9124049129

HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ