ପିଲାଦିନ ଏକପଦୀ – ସମିର କୁମାର ବେଉରା

ଲେଖକ ପରିଚୟ

ସମିର କୁମାର ବେଉରା
କୁସୁପଙ୍ଗି, ବାଙ୍କୀ, କଟକ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ହେ ସମୟ
ତମେ ମତେ ଫେରେଇଦିଅ
ମୋ ପିଲାଦିନ ଧୂଳିଖେଳ
ଫେରେଇଦିଅ ତମେ ସେଦିନର
ସାଙ୍ଗସାଥି , ଜାମୁକୋଳି
ଗହିର କଙ୍କଡା ଆଉ ମୁଢ଼ିମୁଆଁ ,
ଫେରେଇଦିଅ ଥରୁଟିଏ ପାଇଁ
ମୋ ନବମ ଶ୍ରେଣୀର ସାଥି
କଇଁର ପହିଲି ଛୁଁଆ |

ସମିର କୁମାର ବେଉରା
କୁସୁପଙ୍ଗି, ବାଙ୍କୀ, କଟକ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ