ତୁମ ଅନ୍ତସ୍ଵର – ଚିଦାନନ୍ଦ ଦେହୁରୀ

ଲେଖକ ପରିଚୟ

Blog | +

ଏହି ବିଷୟଟି 4 ଜଣ ପାଠକ ପଢି ସାରିଛନ୍ତି

ତୁମେ ଜୀବନର କେଉଁ ପଂକ୍ତି
କେଉଁ ଯତିପାତେ ଗଢା
ତୁମ ଭାବଭାଷା ଶ୍ରବଣ ମାତ୍ରକେ
ପୂର୍ଣ୍ଣ ମୋ ଜୀବନ ବେଢା ॥
       
ନା ତୁମେ ବ୍ୟାକରଣର ସନ୍ଧି ପର୍ବ
ନା ତୁମେ ଚତୁର୍ବିଂଶତିସଂହିତା ପବିତ୍ର କାବ୍ୟ
ନା ତୁମେ ଦ୍ରୋପଦୀର କାରୁଣ୍ଯର ସ୍ବର
ନା ତୁମେ ଅହଲ୍ୟା ଅଭିଶପ୍ତ ପଥର ॥

ନା… ନା… ନା…
ଏହା ବୋଧେ ମୋ ପାଇଁ ତୁମ ଅନ୍ତସ୍ବର ॥

ଚିଦାନନ୍ଦ ଦେହୁରୀ, ସଂସ୍କୃତ ଶିକ୍ଷକ
ଠାକୁର ଗଡ ଉଚ୍ଚ ବିଦ୍ୟାଳୟ, ଠାକୁର ଗଡ 
ସଦସ୍ୟ – ତ୍ରିଧାରା ସାହିତ୍ୟ ସଂସଦ,ବଇଣ୍ଡା

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments