ଇକୁୟାଲିଟି ବନାମ ବିବାହ

ଲେଖକ ପରିଚୟ

ସମିର କୁମାର ବେଉରା
କୁସୁପଙ୍ଗି, ବାଙ୍କୀ, କଟକ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବ୍ୟାଚେଲାର ସିଙ୍ଗଲ ଜୀବନ ଜିଉଁଥିବା ଶ୍ରୀକାନ୍ତର ଜମା ଇଚ୍ଛା ନଥିଲା ବିବାହ କରିବା ପାଇଁ | ହେଲେ ମମି ଡାଡିଙ୍କର ବାଧ୍ୟବାଧକତାରେ ରାଜିହେଲା ସେ | ମମି ଝିଅଘର ସହ କଥାହୋଇ ଗୋଟେ ରେସ୍ତୁରଣ୍ଟ ରେ ପୁଅ ଝିଅଙ୍କ ସାକ୍ଷ|ତ ପାଇଁ ପାଇଁ ଦିନ ବାର ସମୟ ସ୍ଥିର କରିଦେଲା | ମମି ଆଗୁଆ | ଜଣାଇ ଦେଲା ଝିଅଟା କୁଆଡେ ଭାରି ଅଲଟ୍ରା ମଡର୍ଣ୍ଣ ଆଉ ଠିକ ତା ପରି | ସେଦିନ ପ୍ରଥମେ ଶ୍ରୀକାନ୍ତ ପହଁଚିଲା | ଅପେକ୍ଷା କଲା | କିଛିସମୟ ପରେ ଝିଅଟି ଆସି ପହଞ୍ଚିଲା , ସାଙ୍ଗରେ ଆଉ ଆଉ ଜଣେ ଝିଅ , ତାଙ୍କର ବାନ୍ଧବୀ | ଶ୍ରୀକାନ୍ତ ଛିଡା ହେଲା | ଝିଅଟି ହାତ ମିଳାଇବା ପାଇଁ ହାତ ବଢ଼ାଇଲା ଆଉ କହିଲା : Hi I am swatee & she is my friend simran.
ଶ୍ରୀକାନ୍ତ କହିଲା : I am srikant,
ସମସ୍ତେ ବସିଗଲେ, ୱେଟର ଆସି ପହଁଚିଲା ଅର୍ଡର ନେବାକୁ |
ଶ୍ରୀକାନ୍ତ ପଚାରିଲା : କଣ ନେବେ , ଉଭୟ କହିଲେ : କଫି,
ଶ୍ରୀକାନ୍ତ କହିଲା : ଲେମୋନ ଜୁସ | ୱେଟର ଚାଲିଗଲା |
ଶ୍ରୀକାନ୍ତ ଆରମ୍ଭ କଲା: So then….
ସ୍ୱାତୀ: ଘରେ କହିଲେ ଏମିତି ଦେଖା କରିବା ପାଇଁ
ଶ୍ରୀକାନ୍ତ : yes
ସ୍ୱାତୀ: ମାମା କହୁଥିଲା about your company and salary .But we don’t know about each other.
ଶ୍ରୀକାନ୍ତ : ହଁ ସେଥିପାଇଁ ତ ମୁ ଦେଖା କରିବା ପାଇଁ ରାଜିହେଲି
ସ୍ୱାତୀ: Okay, I am an open minded lady and I don’t trust boys. ଘରେ କହିଲେ ବୋଲି ଆସିଲି | ହଁ ମୋର ବ୍ରେକଅପ ହୋଇଛି ଏବଂ ଏବେ ଗୋଟେ ଟେମ୍ପୋରରୀ ବୟଫ୍ରେଣ୍ଡ ଅଛି | And I had pills to clean the stuffs, you know. So ୟା ପରେ ଯଦି ଆପଣ interested then ଆମେ କଥା ହେବା |
ଶ୍ରୀକାନ୍ତ : No problem. Go ahead, Because I am not a perfect guy or virgin. ମୋର ବି ବ୍ରେକଅପ ହୋଇଛି ଆଉ ଗାର୍ଲଫ୍ରେଣ୍ଡ ଅଛନ୍ତି |
ସ୍ୱାତୀ: ମ୍ୟାରେଜ ପାଇଁ ମୋର କିଛି କଣ୍ଡିସନ ଅଛି |
ଶ୍ରୀକାନ୍ତ : Go ahead
ସ୍ୱାତୀ : ପ୍ରଥମ, ମତେ କେହି ତୁ ତା କରି ଡାକିବା, ସାରା ପରିବାର ପାଇଁ ରୋଷେଇ କରିବା ଆଉ କେହି ଅଧିକାର ଜାହିର କରିବା ପସନ୍ଦ ନୁଁହ | ମତେ ରୋଷେଇ ମଧ୍ୟ ଜଣାନାହିଁ and ଏସବୁ ପାଇଁ also I don’t have time, because I think I am equal to men and I want to be success in my work. You know I prefer equality.
ସେକେଣ୍ଡ, ମୁଁ ଜଣେ ପବ୍ଲିକ ଫିଗର, ତେଣୁ କରି ବିଭିନ୍ନ ସୋସିଆଲ ମିଡ଼ିଆ ରେ ମୋର ଅନେକ ଫଲୋଅର, ତେଣୁକରି ମୋ ମୋବଇଲ ଓ ଲାପଟପ ରେ ଆପଣ ହାତ ଅରିବେ ନାହିଁ କିମ୍ବା ମୋ ସୋସିଆଲ ମିଡ଼ିଆ ର ପାସୱାର୍ଡ଼ ମାଗିବେ ନାହିଁ, କାରଣ ସେହିଭଳି ପୁରୁଷଙ୍କ ଚରିତ୍ର ନୀଚ୍ଚ ବୋଲି ଭାବେ|
ଥାର୍ଡ଼, କୁଆଡେ ଯାଉଛି କେତେବେଳେ ଫେରିବି ପଚାରିବେ ନାହିଁ because I have to hangover with my boyfriends for parties.
ଫୋର୍ଥ, ବାହାଘର ଧୁମଧାମରେ ହେବ ଦରକାର but dowry no way.
ଫିଫଥ, ଶାଶୁଶଶୁର, ଜଏଣ୍ଟ ଫାମିଲି ଏସବୁ ମୋର ପସନ୍ଦ ନୁହେଁ | ବାହାଘର ପରେ ମୁଁ ଅଲଗା ରହିବାକୁ ଚାହିଁବି, rented flat ହେଲେବି ଚଳିବ |
ସିକ୍ସଥ, ଛୁଆ ଜନ୍ମ କରିବା ମଧ୍ୟ ମୋର ପସନ୍ଦ ନୁହେଁ | Giving birth, feeding breast cleaning, oh my god I can’t do all those things.
ଯଦି ଏ କଣ୍ଡିସନ ଓକେ ତେବେ ଆମେ next step କୁ ଯିବା |
ୱେଟର କଫି ଆଉ ଜୁସ ଦେଇ ଗଲା | ସମସ୍ତେ କିଛି ସମୟ ନୀରବ ରହି କଫି ଆଉ ଜୁସ ପିଇବାରେ ବ୍ୟସ୍ତ ରହିଲେ |
କିଛି ସମୟର ନୀରବତା ପରେ
ଶ୍ରୀକାନ୍ତ କହିଲା : ମତେ ଖୁସି ଲାଗିଲା ଯେ ଆପଣ ପୁରା ପ୍ରାକ୍ଟିକାଲ ଏବଂ ନିଜର କଣ୍ଡିସନ୍ସ ଖୋଲାଖୋଲି ରଖିଛନ୍ତି |
I like it. It is not a matter to say ok. But I have few conditions also.
ସ୍ୱାତୀ: Oh! ok go ahead
ଶ୍ରୀକାନ୍ତ: ଗେଲରେ ତୁ ତା ଡାକିବା, ଅଧିକାର ଜାହିର କରିବା ମୁଁ ମଧ୍ୟ ପସନ୍ଦ କରେନା | Thanks you dont know cook, କିଚେନ ଖର୍ଚ୍ଚ ବଞ୍ଚିଯିବ | you order you pay you eat, I order I pay I eat, simple.
ସ୍ୱାତୀ ଟିକେ ଚମକିଲା
ଶ୍ରୀକାନ୍ତ ପଚାରିଲା what
ସ୍ୱାତୀ : nothing , carry on
ସେକେଣ୍ଡ, I am not using any social media, So I don’t know who are you. ପ୍ରୋଫାଇଲ ରେ ଫଲୋ କରି ଫ୍ଲର୍ଟ କରିବା ମୋର ପସନ୍ଦ ନୁହେଁ | I prefer female escorts. As you said ମୋ ଫୋନ ଲାପଟପ ସାଇକେଲ ବାଇକ କାର ଆଦି କେହି ବ୍ୟବହାର କରିବା ମୁଁ ପସନ୍ଦ କରେନି କାରଣ ସେମାନେ ମୋ ସାନଭାଇ ପରିକା. So you are commuting your own.

ଥାର୍ଡ଼, କୋଉଠିକୁ ଯାଉଛ, କେବେ ଫେରିବ ମୁଁ ପଚାରିବିନି, ମତେ ବି ଆପଣ ପଚାରିବେନି | ମୋ ବିନା ଅନୁମତିରେ ମୋତେ ଫୋନ କରିବା ମଧ୍ୟ ମନା | କେବଳ ଜରୁରୀ ସମୟରେ WhatsApp କରିପାର, because after office I have to go for long drives, girlfriends and parties.
ଫୋର୍ଥ ବାହାଘର ଧୁମଧାମରେ ,no way because I don’t want to fuck my savings , I don’t want dowry too. ମନ୍ଦିରରେ ବିବାହ ହେବ on the presence of your parents and my parents. Ring changing, flower mala changing or ହାତଗଣ୍ଠି no problem. କିନ୍ତୁ ରିଙ୍ଗ ଚେଞ୍ଜ ପାଇଁ ଆପଣଙ୍କ ପସନ୍ଦର ରିଙ୍ଗ ଆପଣ କିଣିଆଣିବେ ଓ ମୋ ପସନ୍ଦର ରିଙ୍ଗ ମୁଁ କିଣିଆଣିବି |
ଫିଫଥ, ଅଲଗା ରହିବା, ok but you have to share the rent and other expenditures . କାହାର ଫାମିଲି ମେମ୍ବର ଆସିପାରିବେ ନାହିଁ କିନ୍ତୁ friends may be allowed.
ସିକ୍ସଥ, baby concept is ok because already we are over populated. But sexual stuffs can be happen when both feels mutually but it should be with safety precautions. In case you got pregnant you have to take pills like before. If you want to long time or multi time, then I can also take pills.
ଏସବୁ ମୋ କଣ୍ଡିସନ୍ସ, if you are ok then we will move to next step for a contract. କେବଳ କଥାରେ କହିଲେ ହେବନି ନାଁ | ହଁ ଯଦି ଭବିଷ୍ୟତରେ କାହାର ଜଣଙ୍କର ଅଲଗା ହେବାକୁ ଇଚ୍ଛା ହେଲା ଅନ୍ୟ ଜଣକ କୌଣସି ଝଗଡା, legal work, ସୋସିଆଲ ମେଡିଆ update କିଛି କରିବେ ନାହିଁ, Just sign and goodbye, କାରଣ ସେଭଳି କାମ କରୁଥିବା ମଣିଷମାନଙ୍କୁ ଅତି ନୀଚ୍ଚ ଚରିତ୍ରର ବୋଲି ମୁଁ ଭାବେ |
ସ୍ୱାତୀ ନୀରବ, ଜୁସ ଗ୍ଲାସ ଆଉ କଫି କପ ଖାଲି |
କିଛି ସମୟର ନୀରବତା ପରେ ସ୍ୱାତୀ କହିଲା : I need some time, I will come back to you on this, soon.
ଏତିକି କହି ସ୍ୱାତୀ ଓ ତାଙ୍କ ବାନ୍ଧବୀ ଉଠି ଠିଆ ହେଲେ ବିଦାୟ ନେବାକୁ |
ୱେଟର ବିଲ ଆଣି ଆସି ପହଁଚିଲା |
ଶ୍ରୀକାନ୍ତ ପକେଟରୁ ଟଙ୍କା କାଢି କେବଳ ଜୁସ ର ଟଙ୍କା ଦେଲା ଏବଂ କହିଲା: I paid mine, you pay yours.
ସ୍ୱାତୀ ଚମକିଲା : excuse me !
ଶ୍ରୀକାନ୍ତ : You are telling about equality, right ?
ସ୍ୱାତୀ : Yeah.
ଶ୍ରୀକାନ୍ତ: Then be it.
ସ୍ୱାତୀ ଟଙ୍କା ଟେବଲ ଉପରେ ଟଙ୍କା ରଖି ତମତମ ହୋଇ ବାହାରିଗଲା, ପଛକୁ ନଚାହିଁ | ତା ପଛେ ପଛେ ଶ୍ରୀକାନ୍ତ ବାହାରିଲା ନିଜ ବାଇକ ପାଖକୁ |


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ