କବିତା – ମୁଁ ଜାଣିଛି – ମୃତ୍ୟୁଞ୍ଜୟ ସାହୁ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ମୁଁ ଜାଣିଛି
ତୁମେ ମୋତେ ଭଲପାଅ ବୋଲି
ତଥାପି ତୁମ ରାଗ ରୁଷା
ମାନ ଅଭିମାନ
ମୋତେ
ପାଗଳ କରୁଛି l

ମୁଁ ଜାଣିଛି
ତୁମର ଓଠରେ
କେବଳ ମୋ ନା ଅଛି,
ସେଇ ହୃଦୟର
ଗଭୀରତା ମଧ୍ୟରେ
କେବଳ ମୋ ନା ହିଁ ଲେଖିଛ l

ମୁଁ ଜାଣିଛି
ତୁମ ହୃଦୟର ସ୍ପନ୍ଦନ ମୁଁ
ତୁମ ଜୀବନର ନିଶ୍ୱାସ ମୁଁ
ତୁମ ଶରୀରର ରକ୍ତ ବିନ୍ଦୁ ମୁଁ
ତୁମ ଆଖିର କଜଳ ମୁଁ
ମୋତେ ସବୁବେଳେ ତୁମ ଆଖି ଖୋଜୁଛି l

ମୁଁ ଜାଣିଛି……..
ମୁଁ ଜାଣିଛି………..
ମୁଁ ଜାଣିଛି………..


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ