କବିତା – ସ୍ମୃତି ମୋ ବାରବାଟି

ଲେଖକ ପରିଚୟ

ଦେବବ୍ରତ ବାରିକ
ଆନନ୍ଦପୁର, କେଉଁଝର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ତୁ ଏମିତି ଏକ ସ୍ମୃତି
ସ୍ମୃତିରେ ଜିଉଁଛୁ
ପ୍ରଛଦରେ ଅନେକ ଅକୁହା କଥା
କଲମରେ ସାଉଁଟୁଛୁ,
ତୁ ଥିଲୁ ସ୍ୱାଭିମାନୀ ଓଡ଼ିଆର ପ୍ରାଣ
ତୋର ମନ୍ତ୍ର ମୁଗ୍ଧ
ସନ୍ୟାସୀ ଜଟାରେ ଉଡିଥିଲା
କଳିଙ୍ଗର ବିଜୟକେତନ,
ସେଇ ସର୍ବଂସହା ଲୁପ୍ତ ସୁବର୍ଣ୍ଣ ସ୍ମୃତିକୁ
କୋଟି କୋଟି ଓଡ଼ିଆର ସଲାମ୍ ।

ଦେବବ୍ରତ ବାରିକ
ଆନନ୍ଦପୁର, କେନ୍ଦୁଝର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ