ଜୀବନର ଅନ୍ତରାଳେ – ଚିଦାନନ୍ଦ ଦେହୁରୀ

ଲେଖକ ପରିଚୟ

Blog | +

ଏହି ବିଷୟଟି 4 ଜଣ ପାଠକ ପଢି ସାରିଛନ୍ତି

ଗର୍ଭାଧାନ ସଂସ୍କାରଠାରୁ ଅନ୍ତ୍ୟେଷ୍ଟି କ୍ରିୟାମଧ୍ୟେ
ଯେଉଁ ଅନ୍ତରାଳ
କେବେ ସର୍ବୋଚ୍ଚ ହିମାଳୟ ତ କେବେ ସମତଳ
କେବେ ଉତ୍ତଳ ତ କେବେ ଅବତଳ
ପୁନଃ ବିତଳଠାରୁ ପୁଣି ରସାତଳ
ସବୁକିଛି ଭଙ୍ଗା ଗଢାର ଜୀବନ
କେବେ କେବେ ପୂର୍ଣ୍ଣ ତ
କେବେ ଯେ ଅପୂର୍ଣ୍ଣ
କେବେ କେବେ ପିତ୍ତଳ ତ
କେବେ ପୁଣି ସୂର୍ଣ୍ଣ
ବଡ ବିଚିତ୍ରମୟ ଜୀବନ
କେବେ କେବେ ଧସେଇ ପଶେ
ଜୀବନେ ସୂର୍ଣ୍ଣିମ ସପନ


ଚିଦାନନ୍ଦ ଦେହୁରୀ, ସଂସ୍କୃତ ଶିକ୍ଷକ,
ଠାକୁରଗଡ ଉଚ୍ଚ ବିଦ୍ୟାଳୟ, ଠାକୁର ଗଡ, ଆଠମଲ୍ଲିକ, ଅନୁଗୋଳ

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments