ମୁଁ ଆଉ ତୁମେ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଜୀବନ ପୃଷ୍ଠାରେ ଲେଖାଟିଏ ମୁଁ
ତୁମେ’ମୋ କଲମ କାଳି
ମନ ଆଇନାରେ ଚିତ୍ରପଟ୍ଟ ଟେ ମୁଁ
ତୁମେ ରଙ୍ଗଭିଜା ତୂଳୀ…..

ତୁମେ ମେଘମାଳା ମୁଁ’ ତୁମ ମହ୍ଲାର
ଆମ୍ଭ ପ୍ରଣୟ ଗଗନେ
ମୁଁ’ ନନ୍ଦନ ବନ ତୁମେ ପାରିଜାତ
କୋଟିଏରେ ତୁମେ ଜଣେ…


ବେଗୁନିଆପଡାବ୍ଳକ୍, ତିରିଡା, ଗଞ୍ଜାମ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ