ମଉସୁମୀ ଭାଇ ଆସିଲାଣି – ଶୁଭକାନ୍ତ ସାହୁ

ଲେଖକ ପରିଚୟ

ବ୍ଲଗ | ସଦ୍ୟ ପୋଷ୍ଟ

ଏହି ବିଷୟଟି 4 ଜଣ ପାଠକ ପଢି ସାରିଛନ୍ତି

ମଉସୁମୀ ଭାଇ ଆସିଲାଣି, ଅକାଶରେ ମେଘ ଭାସିଲାଣି
ସବୁ କାମ ସାରି ଚାଷୀ ଭାଇ ପରା ଜମିଜମା ସବୁ ଚଷିଲାଣି ।
ଚାଷୀ ଭାଇ ତ ଚାହିଁଥିଲା, ତା ପ୍ରିୟ ଦିନ ଆସିଗଲା
ଟୋପେ ଦିଟୋପା ଜଳ ପଡିଲେ ଭାବେ ଅସରେ ଦେବ ପରା ।
କିଏ କଲାରେ କିଏ କଲା ଆକାଶ ଟାକୁ କଳା କଳା
ଗାତେ ଲୁଚିକା ବେଙ୍ଗ ରାବୁଛି ବରଷା ଦିନ ଆସିଗଲା ।
ଲୋକେ କହିଲେ ଯାହା ହେଉ, ମେଘୁଆ ପାଗ ହେଉଥାଉ
ଖରାରେ ଥିଲା ଅଂଶୁଘାତଟା ଅସହ୍ୟ ଥିଲା ତାର ଦାଉ ।


ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଞ୍ଜାମ,
ମୋବାଇଲ୍-୯୮୬୧୭୩୨୨୫୬


HTML tutorial
0 0 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ