ଅଭିଳାଷ – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଜୀବନର ଏଇ ଅଜଣା ପଥରେ
ଦେଖାହେଲେ ତୁମେ ସାଥି
ଅଧର ରଙ୍ଗରେ ରଙ୍ଗେଇ ଦେଲ
ସମ୍ପର୍କରେ ଦେଲ ବାନ୍ଧି…॥

ସମ୍ପର୍କରେ ବନ୍ଧା ଜୀବନଟା ଆମ
ପାଇଛି ତୁମରି ସ୍ବର୍ଶ
ବୁଝେନା ଏ’ମନ କାହିଁକି କେଜାଣି
ରହିବକି ଅବଶୋଷ…॥

ମଶାଣି ବୁଝେନା ସମ୍ପର୍କର ଅର୍ଥ
ମନ ହୃଦୟର ଭାଷା
ଜୀବନେ ତୁମକୁ ପାଇବା ପାଇଁକି
ମନେ ମୋର ଅଭିଳାଷ…॥


ବେଗୁନିଆପଡା଼ବ୍ଳକ, ତିରିଡା଼, ଗଞ୍ଜାମ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ